ଜିଲ୍ଲା ପ୍ରଶାସନ ଘରୋଇ ସଂସ୍ଥାକୁ ବିକିଦେଲେ ହାତୀବାସିନୀ ପାହାଡ଼

ଡେକୋରେଟିଭ ଷ୍ଟୋନ ଖନନ ପାଇଁ ନୀଳାଚଳ ଗ୍ରାନାଇଟକୁ ୪୯ ଏକର ଲିଜ କଟକ : ବର୍ଷ ବର୍ଷର ଐତିହାସିକ ହାତୀବାସିନୀ ପାହାଡ଼(ଗ୍ରାମ୍ୟ ଜଙ୍ଗଲ)କୁ ଶେଷରେ ଖନନ ପାଇଁ ଘରୋଇ ସଂସ୍ଥାକୁ ଟେକି ଦେଇଛି ପ୍ରଶାସନ। ଡେକୋରେଟିଭ ଷ୍ଟୋନ ଖନନ ନାଁରେ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ ଲିମିଟେଡ଼କୁ ନରସିଂହପୁର ବ୍ଲକର ସାଗର ଗ୍ରାମର ୪୯ ଏକର ଅଞ୍ଚଳକୁ ପ୍ରଶାସନ ଲିଜ ପାଇଁ ଅନୁମତି ଦେବା ପରେ ଏହାକୁ ବିରୋଧ କରିଛନ୍ତି ସାଗର … Continue reading ଜିଲ୍ଲା ପ୍ରଶାସନ ଘରୋଇ ସଂସ୍ଥାକୁ ବିକିଦେଲେ ହାତୀବାସିନୀ ପାହାଡ଼